ହାଦେବ ବଜାର କମିଟି ବଣଭୋଜି ଓ ବୁକ୍ଷ୍ୟ ରୋପଣ କାଯ୍ୟକ୍ରମ =କଟକ ଜିଲ୍ଲା କୋରକରା ପଂଚାୟତ ର ମହାଦେବ ବଜାର କମିଟି 2025 ର ବଣଭୋଜି ଗତ ବୁଧବାର ଦିନ କୋରକରା ବୋରିକ ମେଳଣ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି, ଏହି କମିଟି ର ବନ୍ଧୁତା କୁ ବୟସ କେବେ ବାଧକ ସୁଷ୍ଟି କରିନାହିଁ ଯାହା ଆପଣ ମାନେ ଦେଖିଲେ ଜାଣି ପାରିବେ,ସମସ୍ତେ ପ୍ରତ୍ୟେକ ବର୍ଷ ଏହିଠାରେ ଏକାଠି ହୋଇଥାନ୍ତି,ଏଠାରେ 60 ରୁ 70 ଜଣ ଲୋକ ଯୋଗଦେଇଥିଲେ,ବଣ ଭୋଜି ସହିତ ବୁକ୍ଷ୍ୟ ରୋପଣ କାଯ୍ୟକ୍ରମ ମଧ୍ୟ୍ୟ ବଜାର କମିଟି ତରଫରୁ ଅନୁଷ୍ଠିତ ହୋଇଥିଲା,