ଶେଷରେ ନବ ଦାସଙ୍କୁ ବି ଛାଡି ଲେନି କାର୍ତ୍ତିକ ବାବୁ
ଏ କଥା ଆମର ନୁହେଁ ଏ କଥା ହେଉଛି ଜଣେ ବିଜେପି କର୍ମୀଙ୍କର । ଗତ କିଛି ଦିନ ହେବ ନବ ଦାସ ହତ୍ୟା ମାମଲାକୁ ପୁନରାରମ୍ଭ ହୋଇଛି ସିବିଆଇ ତଦନ୍ତ । ଯେଉଁଥିରେ ଏବେ ଗୋଟେ ପରେ ଗୋଟେ କଥାକୁ ନେଇ ଦୋହାଲାଉଛି ରାଜନୀତି । ଆପଣ ମାନେ ସମସ୍ତେ ଜାଣିଥିଲେ କୁଆଡେ ଗୋପଳ ବନ୍ଧୁକରୁ ଗୁଳି ଚାଳନା କରି ନବ ଦାସଙ୍କୁ ହତ୍ୟା କରିଥିଲେ । ହେଲେ ଏବେକାର ପୁନରାରମ୍ଭ କେସ ରୁ ଏମିତି ତଥ୍ୟ ଆସିଛି ଯେ ଯାହାକୁ ଶୁଣି ସମସ୍ତଙ୍କର ହୋସ ଉଡି ଯାଇଛି । ହଁ ଦର୍ଶକ ବନ୍ଧୁ ସୂଚନା ଅନୁସାରେ ନବଙ୍କ ଶରୀରରେ ପାଞ୍ଚରାଉଣ୍ଡ ଗୁଳି ଚଳା ଯାଇଛି । ଯାହା ପୁଣି ନବଙ୍କ ବନ୍ଧୁକରୁ ନ ହୋଇ ଅନ୍ୟ କେଉଁଠୁ । ତେବେ ଏ ହତ୍ୟା କାଣ୍ଡ ଏବେ ଏତେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଯେ , ଯାହାକୁ ନେଇ ଏବେ ଜଣଙ୍କ ପରେ ଜଣଙ୍କର ନୂଆ ନୂଆ ବୟାନ ଆସିବା ସହ ଦୋଷ ଲଦା ଲଦି ଆରମ୍ଭ କରି ଦେଇଛନ୍ତି । ଏହାରି ଭିତରେ ବିଜେପି କର୍ମୀ ପ୍ରଦୀପ ପୁରୋହିତ ମଧ୍ୟ ଏକ ବଡ ବୟାନ ଦେଇ ହଇଚଇ ସୃଷ୍ଟି କରିଛନ୍ତି । ଯାହାକୁ ଶୁଣି ବର୍ତ୍ତମାନ ସମସ୍ତେ ପାଣ୍ଡିଆନ ବାବୁଙ୍କ ଦୋଷ ଦେବା ଆରମ୍ଭ କରିଛନ୍ତି । ହେଲେ ବାସ୍ତବିକ ସତ୍ୟତା କେତେ କଣ ଲୁଚି ରହିଛି ତାହା ଜାଣିବା ବାକି ରହିଲା ।