• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ତାତିଲେ ସାହୁ ଭାଉଜ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଗତ କିଛି ଦିନ ତଳେ ଖଣ୍ଡଗିରି ଯାତ୍ରା କୁ ତିନି ଅଭିନେତ୍ରୀ ଙ୍କୁ ମନା ହେଇଥିଲା। ଯାହାକୁ ଶୁଣି ଆଜି ସାହୁ ଭାଉଜ ଙ୍କ ରକ୍ତ ଗରମ ହୋଇ ଯାଇଛି । ସେଥିପାଇଁ ତ ଆଡୁ ସାଡୁ କହି ଆଜି ଗଣମାଧ୍ୟମ ରେ ଅଶ୍ଳୀଳ ଭାଷା ରେ ଗାଳି କରିଛନ୍ତି । ଆଉ ପୁଣି କହୁଛନ୍ତି କୁଆଡେ ତାଙ୍କୁ ଜେଲସ କରି ଆଜି ଖଣ୍ଡଗିରି କୁ ତାଙ୍କୁ ମନା ହୋଇଛି । ଯଦି ସେ ଖଣ୍ଡଗିରି ନ ଯିବେ ତାହାଲେ ସରକାର ତାଙ୍କୁ ମାସକୁ ଲକ୍ଷେ ଟଙ୍କା ଦିଅନ୍ତୁ । ଖାଲି ଏତିକି ନୁହେଁ ତାଙ୍କ ବିନା ଯାତ୍ରା ଅସମ୍ଭବ କହିବା ସହ ଅଶ୍ଳୀଳ ଭାଷା ଆଉ ନିଜର ଜଲୱା ସଂପର୍କରେ ମତ ପ୍ରକାଶ କରିଛନ୍ତି । 

Leave a Reply

Your email address will not be published. Required fields are marked *