କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ କୋରକରା ପଂଚାୟତ କାଯ୍ୟଳୟରେ 76 ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି,ଏହି ଉତ୍ସବ ରେ ମୁଖ୍ୟ ଅତିଥି କୋରକରା ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର ଙ୍କ ଦ୍ୱାରା ପତକା ଉତୋଳନ କରାଯାଇଥିଲା,ସନ୍ନମାନ୍ୱିତ ଅତିଥି ବାରଙ୍ଗ ବ୍ଲକ 33 no ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ଭୋଇ,ଅନ୍ୟ ମାନଙ୍କ ମଧ୍ୟ୍ୟରେ କୋରକରା ପଂଚାୟତ ର ସମିତିସଭ୍ୟା ଶ୍ରୀମତୀ କନକଲତା ଜେନା,ନ୍ୟାୟବ ସରପଞ୍ଚ ଶ୍ରୀମତୀ ନିରୁପମା ନାୟକ, ଏବଂ ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଙ୍କ ସହିତ ପଂଚାୟତ ର ବୃଦ୍ଧିଯିବି ମାନେ ଯୋଗଦେଇଥିଲେ,ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦେଶଆତ୍ମକ ସଙ୍ଗୀତ ପରିବେଷଣ କରାଯାଇଥିଲା,