କଟକ ଗାନ୍ଧୀପଲ୍ଲୀ କୃଷ୍ଣ ଆଶ୍ରମ ନିକଟରେ ଜଣେ ମହିଳା ଙ୍କୁ କଟୁରୀ ଆକ୍ରମଣ ରେ ଆକ୍ରମଣ କରି ବିଭତ୍ସ ହତ୍ୟା କଲା ପଡୋଶୀ ସନ୍ତୋଷ କୁମାର କୁମାର ସିନ୍ହା, ମୂର୍ତ୍ତ ହୋଇଥିବା ମହିଳା ଙ୍କ ନାଁ ପ୍ରୟାତମା ଦଳାଇ. ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି ଏଭଳି ଏକ ଅଭାବନୀୟ କାଣ୍ଡ. ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇଥିବା ବେଳେ ଘଟଣା ସ୍ଥଳରେ ସି ଆର ଆର ଆଇ ଥାନା ଆଇ ଆଇ ସି ବିଜୟ ବାରିକ ଏବଂ ଜୋନ -୨- ଏସିପି ଅରୁଣ କୁମାର ସ୍ୱାଇଁ ପହଂଚି ଶବ କୁ ବ୍ୟବଛେଡ଼ ପାଇଁ ଏସିସିବି ମେଡିକାଲ ପଠାଇବା ସହ ଆସାମୀ କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।