• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦାରିଙ୍ଗବାଡ଼ି ବ୍ଳକ କାର୍ଯ୍ୟାଳୟ ଠାରେ ନୂତନ ଭାବେ ଶୀତଳ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି

Spread the love

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ କାର୍ଯ୍ୟାଳୟ ଠାରେ ନୂତନ ଭାବେ ଶୀତଳ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଏହି ବ୍ଳକ ମଧ୍ୟରେ ୨୫ଟି ଗ୍ରାମ ପଞ୍ଚାୟତ ରହି ଥିବା ବେଳେ ବହୁ ଦୂର ଦୁରାନ୍ତ ରୁ ବ୍ଳକ କାର୍ଯ୍ୟ ଆସି ପିଇବା ପାଣି ପାଇଁ ଡହଳ ବିକଳ ହୋଇ ନିକଟ ବଜାର ଯାଇ ବତଲ ପାଣି ପିଇ ଫେରି ଯାଉ ଥିବା ବେଳେ ଲୋକଙ୍କ ଦୁଃଖ ବୁଝିଛି ବ୍ଳକ ପ୍ରଶାସନ। ପିଇବା ପାଇଁ ସ୍ଵଚ୍ଚ ପାନୀୟ ବ୍ୟବସ୍ଥାକୁ ଆଖି ଆଗରେ ରଖି ଦୀର୍ଘ ବର୍ଷ ପରେ ବ୍ଳକ ପରିସରରେ ଏକ ଶୀତଳ ପାନୀୟ ଜଳ ବ୍ୟବସ୍ଥା ବ୍ଳକ ଅଧିକାରୀ ପ୍ରୀତି ରଞ୍ଜନ ରଥ ବୁଧବାର ଠାରୁ ବନ୍ଦବୋସ୍ତ ହୋଇଥିବା ନେଇ ଦାରିଙ୍ଗବାଡ଼ି ଅଞ୍ଚଳ ର ବିଭିନ୍ନ ମୋହଲରୁ ପ୍ରସଂଶା ସୁଅ ଛୁଟିଥିବା,ବେଳେ ଜନସାଧାରଣରେ ଚର୍ଚ୍ଚା  ଜୋର ଧରିଛି ।

Leave a Reply

Your email address will not be published. Required fields are marked *