ସୁନା ବଜାର ରେ ନିଆଁ
୯୬ ହଜାରେ ଡେଇଁଲା ସୁନା ଦିନ
ଦିନ କୁ ବଢିଚାଲିଛି ସୁନା ଦର ବାହାଘର ସିଜିନ ହଊ କି ନହଉ କିନ୍ତୁ ସୁନା ଦର ଆକାଶ ଛୁଆ ହେବାକୁ ଲାଗିଛି ଯାହା ଦୂରା ସାଧାରଣତ ଲୋକକ ଚିନ୍ତା ଢିବାର ଲାଗିଛି । ସୂଚନା ଅନୁସାରେ ମଙ୍ଗଳବାର ରୁ ୨୪ କ୍ୟାରେଟି ସୁନା ୯୬୧୭୦ ଟଙ୍କା ରହିଛି ସେହି ପରି ୨୨ କ୍ୟାରେଟି ସୁନା ଦର ୮୮ ହଜାର ୧୫୦ ଟଙ୍କା ଛୁଇଛି। ମୁମ୍ବାଇ ରେ ୨୪ କ୍ୟାରେଟି ମୂଲ୍ୟ ୯୬ ର ୧୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟି ୮୮ ହଜାର ୧୫୦ ଟଙ୍କା ରହିଛି , ନୂଆଦିଲ୍ଲୀ ରେ ୨୪ କ୍ୟାରେଟି ୯୬୩୨୦ ଟଙ୍କା ୨୨ କ୍ୟାରେଟି ୮୮୩୦୦ ଟଙ୍କା ରହିଛି । ଦକ୍ଷିଣ ଭାରତ ପ୍ରମୁଖ ସହର ବଢିଛି ସୁନା ଦର ଆଗକୁ ମଧ୍ୟ ୧ ଲକ୍ଷ ୩୦ ହଜାର ହବାର ଅନୁମାନ କରାଯାଇଛି । ସେହିପରି ରୂପ ର ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ରେ ୨୩୦୦ ଟଙ୍କା ବୁଦ୍ଧି । ଏହା ଭିତରେ ଆସିଲାଣି ବାହାଘର ସିଜିନ୍ ସୁନା କିଣିବା ଆବଶ୍ୟକ ରହିଛି ଯାହାକୁ ନେଇକି ଲୋକମାନ କୁ ଚିନ୍ତା ରେ ପକେଇଦେଇଛି ସୁନା ଦର ବୁଦ୍ଧି