• Sat. Apr 18th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅର୍ଣ୍ଣପୂର୍ଣ୍ଣା ଥ୍ରୀଏଟର ବି ଗ୍ରୁପ ରେ ମଞ୍ଚସ୍ଥ ହେଲା ନାଟକ “ଚଇତୁ”

ByOdishri Khabar

Jun 3, 2025
Spread the love

ଓଡିଶା ସଙ୍ଗୀତ ଏକାଡେମୀ ଏବଂ ଅର୍ଣ୍ଣପୂର୍ଣ୍ଣା ଥ୍ରୀଏଟର ବି ଗ୍ରୁପ କଟକର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରା କାର୍ଯ୍ୟକ୍ରମରେ ମଞ୍ଚସ୍ଥ ହୋଇଯାଇଛି ନାଟକ “ଚଇତୁ”!ନାଟକ ଟିକୁ ରଚନା ଓ ନିର୍ଦେଶନା ଦେଇଥିଲେ ଡ଼ ସୁବାଷ ଚନ୍ଦ୍ର ପ୍ରଧାନ,ପରିବେଷଣ କରିଥିଲେ ବେଲପାହାଡ଼ ର ମୀରର ଥ୍ରୀଏଟର,ପ୍ରାୟତଃ 30 ଜଣ କଳାକାରଙ୍କୁ ନେଇ ଉଲପି ପରିବେଷିତ ହୋଇଥିଲା,ଏହି ନାଟ୍ୟଧାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ଟୋପ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ସାହୁ,ଅର୍ଣ୍ଣପୂର୍ଣ୍ଣାର ନାଟ୍ୟ ନିର୍ଦେଶକ ଅକ୍ଷୟ କୁମାର ରଣା ଉପସ୍ଥାପକ ଥିବାବେଳେ,ଅର୍ଣ୍ଣପୂର୍ଣ୍ଣା ର କଳାକାର,କର୍ମକର୍ତ୍ତାଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା

Leave a Reply

Your email address will not be published. Required fields are marked *