• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭଦ୍ରକ ପାଣିକୋଇଲି ରେ ନୂତନ ଭାବେ ଖୋଲିଲା “ଆଶୁ ଇଲେକ୍ଟ୍ରି ଭେଇକିଲ

ByOdishri Khabar

Jul 28, 2025
Spread the love

ନୂତନ ଭାବେ ଖୋଲିଲା “ଆଶୁ ଇଲେକ୍ଟ୍ରି,ଭେଇକିଲ” ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ଧର୍ମ ଶାଳା ବିଧାୟକ ପିଙ୍କୁ ସାହୁ ଆକାଶ ଦାସ ଉପସ୍ଥିତ ରହି ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ଡେପୁଟି ଡାଇରେକ୍ଟର ସମସ୍ତ କାର୍ଯ୍ୟ ଅଧିକାରୀ ଉପସ୍ଥିତ ଥିଲେ,ସମସ୍ତ ଜିଲ୍ଲା ରେ ବହୁ ସୁଲଭ ମୂଲ୍ୟରେ ମିଳୁଥିବାରୁ ଖୁବ ଶୀଘ୍ର ନିଜର ସ୍ବପ୍ନ ର ସ୍କୁଟି ନେବା ପାଇଁ ଯୋଗା ଯୋଗକରନ୍ତୁ୬୩୭୧୭୮୯୯୩୭,୯୭୭୭୦୮୬୯୫୯ ପାଣିକୋଇଲି ନିୟର ଇଣ୍ଡିଆନ ଅଏଲ ଅନୁସନ୍ଧାନ କରନ୍ତୁ ପାଣିକୋଇଲି.

Leave a Reply

Your email address will not be published. Required fields are marked *