ବିଚାର ଧୀନ ମାମଲାରେ ଅଦାଲତ ରେ ହାଜର ନା ହେବାରୁ ଆଦାଲତ ଙ୍କ ନିର୍ଦେଶ କ୍ରମେ ତଥା ୱାରେଣ୍ଟ ବଳରେ କଟକ ଜିଲ୍ଲା ଟାଙ୍ଗୀ ପୋଲିସ 3 ଜଣ ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ଲଟିନି ଅଭିଯୁକ୍ତ ହେଲେ ଗରୁଡ଼ ଗାଁ ପଞ୍ଚାୟତ ସପନପୁର ଗାଁ ର ବଟକୃଷ୍ଣ ପ୍ରଧାନ, ଜରିପଡା ପଞ୍ଚାୟତ କଣି ଗ୍ରାମର ମଳୟ ସେଠି, କୋଟସାହି ପଞ୍ଚାୟତ କନ୍ଦରକଣା ଗ୍ରାମର କାଳିଆ ଓରଫ ପ୍ରମୋଦ କୁମାର ଦାସ ବୋଲି ଟାଙ୍ଗୀ ଥାନା ର ଭାରପ୍ରାପ୍ତ ଅଧିକାରୀ ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି l