• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନିଜକୁ ବେଶ୍ୟା କହି ଭୋ ଭୋ କାନ୍ଦିଲେ ନିଶା

Spread the love

ନିଜକୁ ଓଡିଶାର ସନୀ ଲିୟୋନି ମନେ କରୁଥିବା ନିଶା ଆଜି ମଞ୍ଚ ଉପରେ ଭୋ ଭୋ ହେଇ କାନ୍ଦିଲେ ।
ମଞ୍ଚ ଉପରେ ନିଜକୁ ଜଣେ ଚରିତ୍ରା ହୀନା ହୋଇ ଗାଳି କଲେ ନିଶା |
ନିଜକୁ ବାଘୁଣୀ ମନେ କରୁଥିବା ନିଶା ଆଜି ନିଜକୁ ଛେଳି କରିଦେଲେ ..
ହଁ ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ଆଉ ବିବାଦୀୟ ଅଭିନେତ୍ରୀ ନିଶା ମହାରଣା। ଯାହାଙ୍କୁ ନେଇ ପୁଣି ଥରେ ଆଜି ଆରମ୍ଭ ହେଲା ଚର୍ଚ୍ଚା । ନିଜକୁ ଓଡିଶାର ସନିଲିୟୋନି ମନେ କରୁଥିବା ନିଶା ଆଜି ଯାତ୍ରା ମଞ୍ଚରେ ଭୋ ଭୋ ହେଇ କାନ୍ଦି ଛନ୍ତି । ଆଉ ନିଜ ମନର କଷ୍ଟ ବଖାଣି ଛନ୍ତି । ଖାସ୍ କରି ସେ କାହିଁକି ସେ ଏଭଳି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ତାକୁ କହିଛନ୍ତି । ତେବେ ନିଶା ଙ୍କ କାନ୍ଦର କାରଣ କଣ ରହିଛି ଚାଲନ୍ତୁ ଶୁଣିବା ।

Leave a Reply

Your email address will not be published. Required fields are marked *