• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

Spread the love

ମଦ ର ଅର୍ଥ ହେଉଛି ମିଥ୍ଯା ଅହଂକାର।

ଯେବେ ମନୁଷ୍ଯ ନିଜର ସତ୍ ରୂପୀ ଆତ୍ମାକୁ ନ ଜାଣି ପାରି, ମିଥ୍ଯା ମାୟା କୁ ନିଜର ଅସ୍ତିତ୍ବ ବୋଲି ଧରି ନିଏ, ତାହାକୁ ମିଥ୍ଯା ଅହଂକାର କୁହାଯାଏ ।

ଏହା ମନୁଷ୍ଯ ମନର ଏକ ବିରାଟ ଭ୍ରମ ଅଟେ ।

ଏହି ମିଥ୍ଯା ଅହଂକାର ହିଁ ମନୁଷ୍ଯ ମନରେ ଜାତ ହେଉଥିବା ଅନ୍ୟ ସବୁ ବିକାର ଯଥା – କାମ, କ୍ରୋଧ, ଲୋଭ ଇତ୍ୟାଦିର ମୂଳ କାରଣ ଅଟେ ।

ସେଥିପାଇଁ ମନୁଷ୍ଯକୁ ନିଜର ସତ୍ଯ ଅସ୍ତିତ୍ବ କୁ ଜାଣିବା ପାଇଁ ସଦା ପ୍ରଯତ୍ନଶୀଳ ହେବା ଉଚିତ୍।
ଶୁଭ ସକାଳ
ଜୟ ଗୁରୁଦେବ
ଦିନ ଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ

Leave a Reply

Your email address will not be published. Required fields are marked *