• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାନବିକତା ଦେଖାଇଲେ ଥାନା ଅଧିକାରୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଜି ସକାଳୁ ସକାଳୁ ସ୍ଥାନୀୟ ସୋନପୁର ବସ୍ ଷ୍ଟାଣ୍ଡରେ ଏକ ବାଇକ୍ ଯାହାର ନମ୍ବର OD 31 0697 ଭାରସାମ୍ୟ ହରାଇ କୁତମେଣ୍ଡା ଗ୍ରାମ ର ଜଣେ ବୃଦ୍ଧାଙ୍କୁ ଙ୍କ ଶାଗ ଧକ୍କା ହେବାରୁ ବୃଦ୍ଧା ଜଣକ ଦେହ ରେ ଗଭୀର ଆଘାତ ହୋଇଛି। ଏହି ସମୟ ରେ ସୁବର୍ଣ୍ଣପୁର ଥାନା ଅଧିକାରୀ ଶ୍ରୀ ରଞ୍ଜିତ କୁମାର ସାହୁ ସାହୁ ଯାଉଥିବା ବେଳେ ଘଟଣା ସ୍ଥଳ ରୁ ତାଙ୍କ ନିଜ ପୋଲିସ ଗାଡ଼ି ରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯାଇଥିଲେ। ଶ୍ରୀ ସାହୁ ଙ୍କ ଏପରି ମହାନତା କାର୍ଯ୍ୟ ପାଇଁ ଉପସ୍ଥିତ ଜନତା ତଥା ସହର ବାସି ଶ୍ରୀ ସାହୁ ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।ପୋଲିସ ସହାୟତାରେ ତାଙ୍କ ପରିବାର କୁ ଖବର ଦିଆଯାଇଛି। ସୋନପୁର ପୋଲିସ ବାଇକ୍ କୁ ଘଟଣା ସ୍ଥଳ ରୁ ଉଦ୍ଧାର କରି ଥାନା ହେପାଜତ ରେ ରଖିଛନ୍ତି।

Leave a Reply

Your email address will not be published. Required fields are marked *