• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଜିର ଅନୁଚିନ୍ତା

ByOdishri Khabar

Jan 10, 2025
Spread the love

ଶାନ୍ତି

ସାଧାରଣ ଭାବରେ ଆମେ “ଶାନ୍ତି” କୁ ବାହ୍ୟ ବାତାବରଣ ସହ ସଂଯୋଗ କରି କହିଥାଉ ।

କିନ୍ତୁ ପ୍ରକୃତରେ ଏହା ଆମ ଅନ୍ତରର ସ୍ଥିତିକୁ ବୁଝାଇ ଥାଏ ।

ଶାନ୍ତି ସଦା ଆମ ଶରୀର, ମନ ଓ ବିଚାରର ସ୍ଥିତିରେ ଥାଏ ।

ଶାନ୍ତ ଶରୀର, ଶାନ୍ତ ମନ ବାହ୍ୟ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶାନ୍ତ ରହିଥାଏ ।

ମନରେ ସ୍ଥିରତା ବା ସମତା ଆସିବା ଦ୍ବାରା ମନ ଶାନ୍ତ ହୋଇଥାଏ ଏବଂ ସ୍ଥିର ମନ ଦ୍ବାରା ଶରୀରରେ ସ୍ଥିରତା ଆସିଥାଏ ।

ଅତୀତର ଛାୟା ଓ ଭବିଷ୍ଯତର ଚିନ୍ତାକୁ ତ୍ଯାଗ କରି ବର୍ତ୍ତମାନରେ ବନ୍ଚିବା ହିଁ ଶାନ୍ତି ପ୍ରାପ୍ତିର ସରଳ ମାର୍ଗ  ।
ଶୁଭ ସକାଳ
ଜୟ ଗୁରୁଦେବ
ଦିନ ଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.

Leave a Reply

Your email address will not be published. Required fields are marked *