• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶିକ୍ଷୟତ୍ରୀ ସରୋଜିନୀ ଙ୍କ ପ୍ରତିମୃତ୍ତି ବିଦ୍ୟାଳୟ ରେ ଉନ୍ମଚନ।

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଶିକ୍ଷୟତ୍ରୀ ସରୋଜିନୀ ରାଉତ ବିଦ୍ୟାଳୟର ପରିବେଶ ସଫା କରି ଅଳିଆ ଆବର୍ଜ୍ଜନା ରେ ନିଆଁ ଲଗାଇବା ବେଳେ ତାଙ୍କ ଲୁଗାରେ ନିଆଁ ଲାଗି ଯାଥିଲା ମେଡିକାଲ ରେ ଚିକିତ୍ସିତ ହେବା ସମୟର ଦେହତ୍ୟାଗ କରିଥିଲେ। ଆଜି ହେଉଛି ଶିକ୍ଷୟତ୍ରୀ ସରୋଜିନୀ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଳୟ ପରିସରରେ କରାଯାଇଥିଲା। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ପାକରାପୁର ପଞ୍ଚାୟତ ବୃଦ୍ଧ ଜାଗୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ସରୋଜିନୀ ଙ୍କ ପରିବାର,ବନ୍ଧୁ ଏବଂ ତାଙ୍କ ସ୍ୱାମୀ- ଡ଼:ଭାଗ୍ୟଧର ରାଉତ, ପୁତ୍ର- ଶାରଦା ପ୍ରସାଦ ରାଉତ ଓ ପାଇକରାପୁର ଗ୍ରାମବାସୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଶିକ୍ଷୟତ୍ରୀ ସରୋଜିନୀ ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି କରିଥିଲେ ଭକ୍ତ ଚରଣ ସାହୁ, ମୁଖ୍ୟ ଅତିଥି ଯୁଧିଷ୍ଠିର ଖଟୁଆ, ସମ୍ମାନ ଅତିଥି ଭୁବନାନନ୍ଦ ରାଉତ, ସମ୍ମାନ ଅତିଥି ବ୍ରଜକିଶୋର ନାୟକ, ମୁଖ୍ୟ ବକ୍ତା ରବୀନ୍ଦ୍ରନାଥ ସାମଲ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ରାଉତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାରେ ସହଯୋଗ କରିଥିଲେ ସରପଞ୍ଚ ପ୍ରତାପ କୁମାର ପରିଡ଼ା, ପ୍ରଭାତ କୁମାର ରାଉତ, ପୁରୁଷୋତ୍ତମ ସାହୁ, ଶାରଦା ପ୍ରସାଦ ରାଉତ, ଜ୍ଞାନରଞ୍ଜନ ରାଉତ, ବିଶ୍ଵନାଥ ରାଉତ ପୀୟଦର୍ଶନ ରାଉତ, ପାଇକରାପୁର ଗ୍ରାମର ବୁଦ୍ଧିଜୀବୀ ମାନେ ଶ୍ରଦ୍ଧାଞ୍ଜଳି ସଭାରେ ସହଯୋଗ କରିଥିଲ

Leave a Reply

Your email address will not be published. Required fields are marked *