• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅସ୍ଥାୟୀ ସୁରକ୍ଷା କର୍ମୀ ହାଲ ସେକ୍ୟୁରିଟି

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କୋରାପୁଟ ଜିଲ୍ଲା ସୁନାବେଡା ହାଲ ମିଗ କାର ଖାନା ଠାରେ ଅସ୍ଥାୟୀ ଠିକା ସୁରକ୍ଷା କର୍ମ ଚାରି ଙ୍କ ବେତନ ବୃଦ୍ଧିଙ୍କ ନେଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି. ସୂଚନା ଥାଉକି କେନ୍ଦ୍ର ସରକାରଙ୍କ ଭିଭିନ୍ନ ପ୍ରତିଷ୍ଠାନ ରେ କାର୍ଯ୍ୟ ରଥ ଶ୍ରମିକଙ୍କ ସର୍ବ ନିମ୍ନ ମଜୁରୀ ବୃଦ୍ଧି କରାଯାଇଛି. ଅଣ କୁଶଳି, ଅର୍ଦକୁଶୋଳି, କୁଶଳି ଏବଂ ଉଛ କୁଶଳି ଶ୍ରେଣୀ ସହିତ ଦେଶର ଏ ବି ଏବଂ ସି ଵର୍ଗ ର ଭଉଗୋଳିକ ଅଞ୍ଚଳ ରେ କାର୍ଯ୍ୟ ରଥ ଶ୍ରମିକ ମାନଙ୍କ ଭିଭିନ୍ନ ହାରରେ ମଜୁରୀ ପ୍ରଧାନ କରାଯାଇଥାଏ. ହାଲ ଅସ୍ଥାୟୀ ଠିକା ସୁରଷା ବେତନ ବଢି ଥବା ବେଲେ ସମାନଙ୍କୁ ସୀମିତ ଦେଉଥିବା ଦେଖାଦେଇଛି. ଦିନକୁ ନୂତନ ବେତନ ଅନୁଯାଇ ଆନ ସ୍କିଲଲେଡ଼ 783 ଦିନ ମୋଜୁରୀ, ସେମି ସ୍କିଲ୍ଲଡ଼ 868. ଏବଂ ସ୍କିଲ୍ଲଡ଼ 954 ଟଙ୍କା ଥିବା ବେଲେ ସରକାରୀ ନିୟମ ଅନୁଯାଇ ଦିନକୁ ବେତନ ଦର କମିଥିବା ନେଇ ହାଲ ଅସ୍ଥାୟୀ ସୁରକ୍ଷା କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳୁଛି.
ନୂତନ ଭାବେ ଟେଂଣ୍ଡର ପାଇଥିବା ଇ.ଏସ.ଏସ କମ୍ପାନୀ ନୂତନ ଲାଗୁ ହାଇଥିବା ବେତନକୁ ମଞ୍ଜୁର କରୁନ ଥିବା ନେଇ କାର୍ଯ୍ୟ ବନ୍ଧ କରି ଅନିର୍ଦ୍ଧିଷ୍ଟ ଧାରଣା ରେ ବସିବେ ବୋଳି 85 ରୂ ଉର୍ଧ୍ଵ ସୁରକ୍ଷା କର୍ମୀ ସଚନା ଦେଇଛନ୍ତି. ଏହି ବାବଦରେ ଇ ଏସ ଏସ କମ୍ପାନୀ ଅଧି କାରୀଙ୍କୁ ଫୋନ କରିଥିବାରୁ ସେ ଉଠାଇ ନଥିଲେ.

Leave a Reply

Your email address will not be published. Required fields are marked *