• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଜିର ଅନୁଚିନ୍ତା

ByODISHRI DIGITAL

Jan 3, 2025
Spread the love

ଷଡରିପୁ

ଷଡ୍ରିପୁ ର ଅର୍ଥ ହେଉଛି ମନର ଛଅଟି ଶତୃ, ଯଥା- କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମତ୍ସଯ୍ଯ ।

ଏହି ଗୁଡ଼ିକୁ ମନୁଷ୍ଯ ମନର ବିକାର ବୋଲି କୁହାଯାଇଛି ।

ଏହି ଛଅଟି ବିକାର ଭାବ ମନରେ ଆସିବା ଦ୍ବାରା ମନ ଅଶାନ୍ତ ହୁଏ ଓ କୌଣସି କର୍ମ ଏକାଗ୍ରତା ସହ କରିହୁଏ ନାହିଁ ।

ଷଡ୍ରିପୁର ନକରାତ୍ମକ ପ୍ରଭାବ ଯୋଗୁଁ ମନୁଷ୍ଯ ନିଜ ଜୀବନର ପୁରୁଷାର୍ଥ ଅର୍ଜିବାରେ ଅସମର୍ଥ ରହେ ।

ସେଥିପାଇଁ ଧର୍ମଶାସ୍ତ୍ର ରେ ଷଡ୍ରିପୁ କୁ ଦମନ କରି, ମନକୁ ଈଶ୍ବରଙ୍କ ପାଖରେ ରଖିବା ପାଇଁ ସଂଦେଶ ଦିଆ ଯାଇଛି ।
ଶୁଭ ସକାଳ
ଜୟ ଗୁରୁଦେବ
ଦିନ ଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ

Leave a Reply

Your email address will not be published. Required fields are marked *