ଅନଗୁଳ ଜିଲ୍ଲା ଆଠମଲ୍ଲିକ ନୁଆସାହି ରେ ଯୁବକ ବେକ ରେ ରସି ଲଗାଇ ଆତ୍ମହତ୍ୟା l କେଇଁ କାରଣ ରୁ ଆତ୍ମହତ୍ୟା କରିଛନ୍ତି ତାହା ବର୍ତମାନ ସୁଦ୍ଧା ଅସ୍ପଟ ରହିଛି l ଘଟଣା ସ୍ଥଳରେ ପୋଲିସ ପହଂଚି ପାରିନି l ଘରୁ ଦୁର୍ଗନ୍ଧ ବାହାରି ବାରୁ ସ୍ଥାନୀୟ ଲୋକେ ଦେଖିଥଲେ l
ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ବିକାଶ ରାଉତ (25 ) l ଆମ୍ବୁଲାନ୍ସ ଚଳେଉଥିବା ସୂଚନା ମିଳୁଛି l