• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରଭୂଜି ଇଂରାଜୀ ମିଡିୟମ ବାର୍ଷିକ କ୍ରୀଡା ଉତ୍ସବ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅନ୍ତର୍ଗତ ପ୍ରଭୂଜି ଇଂରାଜୀ ମିଡିୟମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ଆଜି ଉଦଜାପନୀ ହୋଇ ଜାଇଛି l Lkg ରୁ 5 ଶ୍ରେଣୀ ପଯ୍ୟନ୍ତ ଛାତ୍ର ଛାତ୍ରୀ ଏହି ବାର୍ଷିକ କ୍ରୀଡାରେ ଭାଗ ନେଇଥିଲେ l 100 ମିଟର ଦୌଡ଼, ମ୍ୟୁଜିକ ଚେୟାର, ଥ୍ରୋ ବଲ, ମ୍ୟlଥରେସ, 50 ମିଟର ରେସ ଇତ୍ୟାଦି ଖେଳ କୁଦ ହୋଇ ଜାଇଛି l ଶେଷରେ କୃତି ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଛି l ଏହି ଖେଳ ଗୁଡିକୁ ଶିକ୍ଷ୍ୟୟତ୍ରୀ ରୋଜି ବେଗମ, ପଦ୍ମାଳୟା ସିଙ୍ଗ ସାମନ୍ତ, ପ୍ରିୟ ଦର୍ଶିନୀ ପ୍ରଧାନ, ମଦୁସ୍ମିତା ସାହୁ, ମୋସୁମୀ ଦେହୁରୀ, ବସନ୍ତ କୁମାର କର୍ମୀ, ଲଷ୍ମୀପ୍ରିୟା ମହାପାତ୍ର, ରଶ୍ମି ରାଣୀ ସାହୁ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ  l

Leave a Reply

Your email address will not be published. Required fields are marked *