• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରେମ କରି ଧରା ପଡିଲେ ପ୍ରେମୀ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଞ୍ଚଳରେ ହୋଇଛି ଏପ୍ରକାର ଘଟଣା। ଆଠଗଡ଼ ବ୍ଲକ ଅଞ୍ଚଳର ଅମନ ସାହୁ ନାମକ ଯୁବକ କଣିହାଁ ଅଞ୍ଚଳରେ ମେସିନ ଅପରେଟର ଭାବେ କାର୍ଯ୍ୟ କରିବା ସମୟରେ ଜଣେ ଯୁବତୀଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ l ନିକଟ ଜଙ୍ଗଲରେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଚାଲିଥିବା ବେଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଗୁପ୍ତରେ ଯାଇ ଦୁଇ ପ୍ରେମୀ ଯୁଗଳଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ପ୍ରେମ ରତ ଯୁବକ ଭିଡିଓ ରେକଡ ଜାଣି ଯୁବତୀଙ୍କୁ ବାହାଘର ହେବା ପାଇଁ କହିଥିଲେ। ସ୍ଥାନୀୟ ଗ୍ରାମବାସି ଦୁଇ ପ୍ରେମୀ ଯୁଗଳଙ୍କୁ ଗ୍ରାମ ମନ୍ଦିର ବାହାଘର କରିଦେଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *