ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପୂରୁଣାକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଡୁବେରେଣି ଗ୍ରାମରେ ହାତୀ ମାରିବାରେଓ ଜୈନିକ ବ୍ୟକ୍ତି ମୃତ ବରଣ କରିଛି!ସେହି ଝାଡୁବେରେଣି ଗ୍ରାମର ମୃତଞ୍ଜୟ ଦାସ ଙ୍କ ପୁତ୍ର ଦୀପକ ଦାସ -ବୟସ -45ବର୍ଷ, ସେହି ବ୍ୟକ୍ତି ଶୌଚ ହେବାକୁ ଯିବା ସମୟ ରେ ହତିଟି ଅଚାନକ ଆସି ମାରିଦେଇଛି!ଏଣୁ ଶବ କୁ ହିନ୍ଦୋଳ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛିବନବିଭାଗ ର କୌଣସି ଦେଖା ନାହିଁ କି କୌଣସି ଶାନ୍ତନା ଦେଇନାହାନ୍ତି ବୋଲି ଜନସାଧାରଣ ଙ୍କ ମତ!ବନବିଭାଗ ର ଖାମଖିଆଲି ନୀତି ଯୋଗୁଁ ଜନସାଧାରଣ ଅସୁବିଧା ଭୋଗ କରିଛନ୍ତି ବୋଲି ଜନସାଧାରଣ ମତାମତ ଦିଅନ୍ତି!!ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ସାମଲ ଙ୍କ ରିପୋର୍ଟ ଓଡ଼ିଶ୍ରୀ ଖବର!