ସରିଲା ଅନୁଭବ ଆଉ ଜାଗୃତି ଙ୍କ ବିବାହ । ହେଲେ କିଏ କିଏ ବର୍ଷା ମା ହେଇ ପାରିଲେନି ବୋଲି ଅନୁଭବ ଜଗୃତିକୁ ବିବାହ କରିଛନ୍ତି ବୋଲି କହୁଥିବା ବେଳେ ଆଉ କିଏ କିଏ ଜାଗୃତି ଅନୁଭବ ଙ୍କୁ କୁଆଡେ ନିଜ ପ୍ରେମ ଜାଲ ରେ ଫସାଇ ବିବାହ କରିଥିଲେ ବୋଲି କହୁଥିଲେ । ହେଲେ ପ୍ରକୃତ ସତ କଥା ଶୁଣିଲେ ଆପଣଙ୍କର ବି ହୋସ ଉଡିଯିବ । ହଁ ଆଜ୍ଞା କୁଆଡେ ଶୁଣିବାକୁ ମିଳୁଚି ପ୍ରତ୍ୟେକ ମାସ ରେ ସୁପର ଷ୍ଟାର ଅନୁଭବ ଦିଲ୍ଲୀକୁ ମିଟିଂ attend କରିବାକୁ ଯାଉଥିଲେ । ଆଉ ସେଠି ଜାଗୃତି ଙ୍କୁ ବନ୍ଧୁ ବୋଲି କହି ତାଙ୍କ ସହ ସମୟ ଅତିବାହିତ କରୁଥଲେ। କିନ୍ତୁ ଏହି ସମୟ ଅତିବାହିତ କରିବା ଯେ ତାଙ୍କୁ ଶେଷରେ ଜାଗୃତି ଙ୍କ ଛୁଆ ର ବାପା ବନେଇ ଦେବ ତାହା ସେ ନିଜେ ମଧ୍ୟ ଜାଣି ନ ଥିଲେ । ହଁ ଦର୍ଶକ ବନ୍ଧୁ ବିବାହ ଆଗରୁ କୁଆଡେ ଜାଗୃତି ୩ ମାସ ର ଗର୍ଭବତୀ ଥିଲେ ବୋଲି ଅନୁଭବ ବାଧ୍ୟ ହୋଇ ତାଙ୍କୁ ବିବାହ କରିଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଥିବା ବେଳେ ଏହାର କୌଣସି ପ୍ରକୃତ ସତ୍ୟ ସାମ୍ନାକୁ ଆସି ନାହିଁ । ତେବେ ପ୍ରକୃତ ରେ କେବେ ଏ ଦୁଇ ଦମ୍ପତି ବାପା ମା ହେବେ ତାହା ଦେଖିବା ବାକି ରହିଲା।