• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ସ୍ବାକ୍ଷରକାରୀ ଗଣ ଜଣାଇଛନ୍ତି କି ଗତ ତା.୧୭/୧୦/୨୦୨୪ ରିଖରେ Regd Post ରେ ସରକାରୀ ଚାନ୍ଦବାଲି ମୋଜାର ଥିବା-୧୨୭ ଖାତା ଅନ୍ତରଗତ-୨୬୦ନମ୍ବର ପ୍ଳଟ ଉପେରେ ଜବର ଦଖଲ ସମ୍ବଦ୍ଧରେ ଆପଣଙ୍କୁ ଜଣାଉଥିଲୁ । ତତ କାଳୀନ ତହସିଲଦାର ଅଭିଯୋଗ ପାଇଲା ପରେ କାମ ବନ୍ଦ କରିଥିଲେ ମାତ୍ର ନୂତନ ତହସିଲଦାର ଯୋଗ ଦେବା ପରେ ଉକ୍ତ ସରକାରୀ ଜମିକୁ ଜୋର ଜବରତା ପୂର୍ବକ ବେଆଇନ ଦଖଲକୁ ସ୍ଥାଇ ନିର୍ମାଣ କରାଯାଉଅଛି । ଏହା ଚାନ୍ଦବାଲି ଅଞ୍ଚଳରେ ଘୋର ଜନ ଅସନ୍ତୋଷ ସୃଷ୍ଟି କରୁଛି।ଏହି ବେଆଇନ ପୂର୍ବକ ନିର୍ମାଣ ହୋଇଥୁବା ପକ୍କା ପାଚେରୀକୁ ଭାଙ୍ଗି ଦିଆ ନ ଯାଏ, ଚାନ୍ଦବାଲି ଅଞ୍ଚଳରେ ଶାନ୍ତି ସୁଙ୍ଖଳା ବ୍ୟହତ ହେବାର ସମ୍ଭାବନ ସୃଷ୍ଟି ହେବ । ତୁରନ୍ତ ଜବର ଦଖଲ ହୋଇଥିବା ପକ୍କା ପାଚେରୀକୁ ଭାଙ୍ଗିବା ପାଇଁ ଅନୁମତି ଦିଆଯାଉ।

Leave a Reply

Your email address will not be published. Required fields are marked *