|| ବାରଙ୍ଗ ବ୍ଲକ ଅନ୍ତର୍ଗତ କୋରକରା ପଂଚାୟତ ବ୍ରାହ୍ମଣଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, କୁନି କୁନି ପିଲା ଙ୍କ କ୍ରୀଡା ପ୍ରତି ଆଗ୍ରହ ଓ ନୂତ୍ୟ,ସଙ୍ଗୀତ ର ଯାଦୁଗରୀ ସମସ୍ତଙ୍କୁ ଭାରୀ ଆକୁଷ୍ଟ କରିଥିଲା,କୃତି ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ତରଫରୁ ଟ୍ରଫି ସହିତ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା,ପୁରସ୍କାର ଉତ୍ସବ ରେ ମୁଖ୍ୟ ଅତିଥି ଥିଲେ କୋରକରା ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର,ସନ୍ମମାନୀୟ ଅତିଥି ମୋ ସ୍କୁଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଦର୍ଶନ ପଣ୍ଡା,ବିଶିପଦା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ପରବିନ ସାଲୋନୀ,ବିଦ୍ୟାଳୟ ପରିଚାଳନା ସଭାପତି ଦିଲ୍ଲୀପ କୁମାର ଭୋଇ,ସଦସ୍ୟ ଅଶୋକ କୁମାର ପ୍ରଧାନ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ସଭା ପରିଚାଳନା କରିଥିଲେ ସହକାରୀ ଶିକ୍ଷକ ବସନ୍ତ କୁମାର ବେହେରା,ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ମାନେ ସାହାଯ୍ୟ ସହଯୋଗ କରିଥିଲେ ||