• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମେରା ମଣ୍ଡଳୀ ପୋଷ୍ଟ ଓଫିସ ରେ ଏକ ମଦ୍ୟପ

Spread the love

ଜିଲ୍ଲାର ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ମେରା ମଣ୍ଡଳୀ ବଜାର ସ୍ଥିତ ପୋଷ୍ଟ ଅଫିସ ନିକଟରେ ଏକ ମଦ୍ୟପ ବ୍ୟକ୍ତି ଆସି ଉନୁକ୍ତ କାଣ୍ଡ ଘଟାଇ ଅଛି।ସୂଚନା ସେ ବ୍ୟକ୍ତି ଜଣଙ୍କ ନିଜର ସୁକନ୍ୟା ଖାତା ରେ ଟଙ୍କା ଡିପୋଜିଟ କୁ ନେଇ ମଦ ପିଇ କରି ଆସି ପୋଷ୍ଟ ମାଷ୍ଟର ଙ୍କୁ ଅଭଦ୍ର ଵ୍ୟବ ହାର କରିବାର ଦେଖିବାକୁ ମିଳିଛି। ଏଥିପାଇଁ ଅନେକ ଗ୍ରାହକ ପୋଷ୍ଟ ଅଫିସ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ତେଣୁ ଗ୍ରାହକ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।ଅନେକ ସମୟ ରେ ମଧ୍ୟ ପୋଷ୍ଟ ଅଫିସ ଲାଇନ୍ ନ ରହିବାରୁ ଦୂର,ଦୁରାନ୍ତରୁ ଗ୍ରାହକ ଆସି , ଅସୁ ବିଧା ସମ୍ମୁଖୀନ ହୁଅନ୍ତି।ତେଣୁ ପୋଷ୍ଟ ଅଫିସ ରେ ଗ୍ରାହକ ପାଇ ଯଦି ଜେଲେନେଟ୍ର ବା ଅନ୍ୟ ଇନେଭଟର ସୁବିଧା ରୁହନ୍ତି,ତେବେ ଗ୍ରାହକ ମାନେ ସୁବିଧାରେ କାର୍ଯ୍ୟ ସାରି ଫେରି ପାରନ୍ତେ।

Leave a Reply

Your email address will not be published. Required fields are marked *