• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୁବୋଧ ମେମୋରିୟାଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ନାହାଳପୁର ପଂଚାୟତ ଗୁଣାଦଳ ଖେଳ ପଡିଆରେ ଆଠ ଗୋଟି ଦଳ କୁ ନେଇ ଗତ ଶନିବାର ଓ ରବିବାର ଦିନ ସୁବୋଧ ମେମୋରିୟାଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି,ଫାଇନାଲ ରେ ବରିମୁଣ୍ଡ କ୍ରିକେଟ ଟିମ ଓ ଦକ୍ଷିଣ ଉଷୁମା କ୍ରିକେଟ ଟିମ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା,ପ୍ରଥମେ ଉଷୁମା କ୍ରିକେଟ ଟିମ ଟଚ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା,ନିର୍ଧାରିତ 15 ଓଭର ରେ 148 ରନ କରିଥିଲା,ବରିମୁଣ୍ଡ କ୍ରିକେଟ ଟିମ 149 ରନ କୁ ପିଛା କରିବାକୁ ଯାଇଁ 111 ରନ ରେ ଅଲଆଉଟ ହୋଇ ପରାଜିତ ହୋଇଥିଲେ,ଉଷୁମା ଟିମ ର ବୋଲର ରମାକାନ୍ତ ନିଜର ତିନି ଓଭର ସ୍କେଲରେ ଚାରି ଟି ୱେକେଟ ନେଇ ବରିମୁଣ୍ଡ କ୍ରିକେଟ ଟିମ କୁ ପରାଜୟ କରିବାରେ ମୁଖ୍ୟ ଭୂମିକା ନେଇଥିବାରୁ ଫାଇନାଲ ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ,ବିଜେତା ଦକ୍ଷିଣ ଉଷୁମା ଟିମକୁ ଟ୍ରଫି ସହିତ 20,000 ଟଙ୍କା ଏବଂ ଉପବିଜେତା ଟିମ ବରିମୁଣ୍ଡ କୁ ଟ୍ରଫି ସହିତ 8,000 ଟଙ୍କା ପ୍ରଦାନ କରାଯାଇଥିଲା, ଏହି ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଥିଲେ ଗୋବିନ୍ଦପୁର ମଣ୍ଡଳ ସଭାପତି(BJP) ଶ୍ରୀଯୁକ୍ତ ଲଲାଟେନ୍ଦୁ ପାତ୍ର,ସନ୍ନମାନ୍ୱିତ ଅତିଥି ନାହାଳପୁର ପଂଚାୟତ ସରପଞ୍ଚ ଶ୍ରୀମତୀ ନିରୁପମା ଜେନା,ସମିତିସଭ୍ୟ ପ୍ରିୟବ୍ରତ ବେଉରା ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ,ମା କ୍ଷେତ୍ରାଣୀ କ୍ରିକେଟ କ୍ଳବ ର ସଭାପତି ତୁଷାରକାନ୍ତ ଦାଶ,ଦୀପ୍ତିରଞ୍ଜନ ପ୍ରଧାନ ଓ କ୍ଳବ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଟୁର୍ନାମେଣ୍ଟ ଟିକୁ ସହଯୋଗ କରିଥିଲେ,ବିକାଶ ଓ ସମୀର ମଞ୍ଚ ପରିଚାଳନା କରିଥିଲେ,ଏହି ଦୁଇ ଦିନର ଖେଳକୁ ଦୁଇ ଅମ୍ପିୟାର ସନ୍ତୋଷ କୁମାର ପ୍ରଧାନ ଓ ଦୀପକ କୁମାର ଜେନା ସୁଚାର ରୂପେ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *