ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ସବୁ ସିନେ ପ୍ରେମୀଙ୍କ ପସନ୍ଦ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ କଥା । ଯାହାଙ୍କ ନାଁ ଶୁଣିଲେ ହଲରେ ଦେଖିବାକୁ ମିଳେ ଖଚାଖଚ ଭିଡ । ଯିଏ ନିଜ କ୍ୟାରିଅରେ ବହୁ ଆଗରେ ରହିଥିବା ବେଳେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତେବେ ଆପଣ ମାନେ ସମସ୍ତେ ଜାଣନ୍ତି ବର୍ଷା ପ୍ରିୟଦର୍ଶୀନୀ ଓ ଅନୁଭବ ମହାନ୍ତିଙ୍କ ଯୋଡିକୁ ଦେଖିବାକୁ ସମଗ୍ର ଓଡିଶା ବାସୀ ବେଶ ଭଲ ପାଉଥିଲେ । ହେଲେ ଦୁର୍ଭାଗ୍ୟ ବସତଃ ଦୁହେଁ ଦୁହିଙ୍କ ଠାରୁ ଅଲଗା ହେବା ପରେ ପ୍ୟାନ୍ସ ମାନେ ନିରାସ ହୋଇଯାଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁରି ମୁହଁରେ ଦେଖିବାକୁ ମିଳିଥିଲା ଦୁହିଁଙ୍କ ଚର୍ଚ୍ଚା । କିଏ କିଏ ଅନୁଭବ ଦିତୀୟ ପତ୍ନୀ ଆଣିବେ ବେଲି କହୁଥିବା ବେଳେ ଆଉ କିଏ କିଏ ବରଷା ଦ୍ୱିତୀୟ ସ୍ୱାମୀ ଆଣିବେ ବୋଲି ଶୁଣିବାକୁ ମିଳୁଥଲା । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ କଥା । ଏବେ କିଛି ବର୍ଷର ପରେ ପୁଣି ଆଜି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବର୍ଷା ପ୍ରିୟଦର୍ଶୀନି । ହଁ ଆଜ୍ଞା ପ୍ରକ୍ଷାଳୟରେ ଆସି ଯାଇଛି ବର୍ଷା ପ୍ରିୟଦର୍ଶିନୀଙ୍କ ୱାଇଫ ଟୁ ଚଳଚିତ୍ର । ଯାହାକୁ ନେଇ ସମସ୍ତଙ୍କ ମୁହଁରେ ବର୍ଷାଙ୍କ ନୀଁର ଚର୍ଚ୍ଚା ।