• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଠମଲ୍ଲିକ ନୁଆସାହି ରେ ଯୁବକ ବେକ ରେ ରସି ଲଗାଇ ଆତ୍ମହତ୍ୟା

ByOdishri Khabar

Apr 12, 2025
Spread the love

ଅନଗୁଳ ଜିଲ୍ଲା ଆଠମଲ୍ଲିକ ନୁଆସାହି ରେ ଯୁବକ ବେକ ରେ ରସି ଲଗାଇ ଆତ୍ମହତ୍ୟା l କେଇଁ କାରଣ ରୁ ଆତ୍ମହତ୍ୟା କରିଛନ୍ତି ତାହା ବର୍ତମାନ ସୁଦ୍ଧା ଅସ୍ପଟ ରହିଛି l ଘଟଣା ସ୍ଥଳରେ ପୋଲିସ ପହଂଚି ପାରିନି l ଘରୁ ଦୁର୍ଗନ୍ଧ ବାହାରି ବାରୁ ସ୍ଥାନୀୟ ଲୋକେ ଦେଖିଥଲେ l
ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ବିକାଶ ରାଉତ (25 ) l ଆମ୍ବୁଲାନ୍ସ ଚଳେଉଥିବା ସୂଚନା ମିଳୁଛି l

Leave a Reply

Your email address will not be published. Required fields are marked *