• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

Spread the love

ମୋହ ର ଅର୍ଥ ହେଉଛି ନିଜ ସହିତ ଜଡ଼ିତ ବ୍ଯକ୍ତି, ବସ୍ତୁ ବା ସମ୍ପତ୍ତି ପ୍ରତି ଅତ୍ଯଧିକ ଆସକ୍ତି ରଖିବା ।

ମୋହଗ୍ରସ୍ତ ମନୁଷ୍ଯ ସତ୍ଯକୁ ଦେଖି ନ ପାରି, ସଂସାର ମାୟ ଜାଲରେ ବାନ୍ଧି ହୋଇଯାଇଥାଏ ।

ମୋହର ବନ୍ଧନ ମନୁଷ୍ଯକୁ ଅନ୍ଧ ପ୍ରାୟ କରି ଦେଇଥାଏ ଏବଂ ସେ କ୍ଷଣସ୍ଥାୟୀ ଭୌତିକ ପଦାର୍ଥକୁ ଚିରକାଳ ପର୍ୟ୍ଯନ୍ତ ଧରି ରଖିବାକୁ ବ୍ରୁଥା ଚେ଼ଷ୍ଟା କରିଥାଏ ।

ଏହାଦ୍ବାରା ମନୁଷ୍ଯ ମନରେ ଦୁଃଖ, ଅଶାନ୍ତି ଓ ଭୟ ଭଳି ବିକାର ଉତ୍ପନ୍ନ ହୋଇଥାଏ ।

ଜ୍ଞାନ ର ଆଲୋକ ଦ୍ବାରା ମନୁଷ୍ଯ ମୋହ ଅନ୍ଧକାରରୁ ବାହାରି ଆସି ପାରିବ ।

ଶୁଭ ସକାଳ

ଜୟ ଗୁରୁଦେବ

ଦିନ ଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ

Leave a Reply

Your email address will not be published. Required fields are marked *