ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅନ୍ତର୍ଗତ ପ୍ରଭୂଜି ଇଂରାଜୀ ମିଡିୟମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ଆଜି ଉଦଜାପନୀ ହୋଇ ଜାଇଛି l Lkg ରୁ 5 ଶ୍ରେଣୀ ପଯ୍ୟନ୍ତ ଛାତ୍ର ଛାତ୍ରୀ ଏହି ବାର୍ଷିକ କ୍ରୀଡାରେ ଭାଗ ନେଇଥିଲେ l 100 ମିଟର ଦୌଡ଼, ମ୍ୟୁଜିକ ଚେୟାର, ଥ୍ରୋ ବଲ, ମ୍ୟlଥରେସ, 50 ମିଟର ରେସ ଇତ୍ୟାଦି ଖେଳ କୁଦ ହୋଇ ଜାଇଛି l ଶେଷରେ କୃତି ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଛି l ଏହି ଖେଳ ଗୁଡିକୁ ଶିକ୍ଷ୍ୟୟତ୍ରୀ ରୋଜି ବେଗମ, ପଦ୍ମାଳୟା ସିଙ୍ଗ ସାମନ୍ତ, ପ୍ରିୟ ଦର୍ଶିନୀ ପ୍ରଧାନ, ମଦୁସ୍ମିତା ସାହୁ, ମୋସୁମୀ ଦେହୁରୀ, ବସନ୍ତ କୁମାର କର୍ମୀ, ଲଷ୍ମୀପ୍ରିୟା ମହାପାତ୍ର, ରଶ୍ମି ରାଣୀ ସାହୁ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l