ଅନଗୁଳ : ଭାରତର ଏକ ଅଗ୍ରଣୀ ଏଵଂ ୨୪ ବର୍ଷର ଗ୍ରାହକଙ୍କ ବିଶ୍ୱାସ ଓ ଭରସା ରୂପରେ ଉଭା ହୋଇଥିବା ଏକ ସମ୍ପନ୍ନ ପୁରୁଷ ବସ୍ତ୍ର ବ୍ରାଣ୍ଡ…
ପୁରୀ ଜିଲ୍ଲା ସତ୍ୟବାଦୀ ପଂଚାଶଖା ମୁକ୍ତାକାଶ ରଙ୍ଗମଂଚରେ ତିନି ଦିନ ଧରି ଚାଲିଥିବା ସତ୍ୟବାଦୀ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ଆଉ ବିନା ପଇସା ରେ ପାଇବେ ପ୍ରିମିୟମ ଫିଚର୍ଅନେକ ଲୋକଙ୍କ ରୋଜଗାରର ପନ୍ଥା ସାଜିଛି ୟୁଟ୍ୟୁବ୍। ଆଜିର ଡିଜିଟାଲ୍ ଯୁଗରେ ୟୁଟ୍ୟୁବ୍ ମନୋରଞ୍ଜନ ସହ ଶିକ୍ଷା ଏବଂ…
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ମାଳତୀ ବିହାର ଅଞ୍ଚଳରେ ଘରେ ପଶି ମହିଳା ଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଭର୍ତି।…
ପାଗ ପରିବର୍ତ୍ତନ ହେଉଥିବା ବେଳେ ଏବେ ଥଣ୍ଡା ଯାଉ ଯାଉ ରାଜ୍ୟରେ ଉଷ୍ମ ବାୟୁ ପ୍ରବେଶ କରୁଥିଲା । ହେଲେ ହଠାତ ବଦଳିଛି ପାଗ । ହଁ…
ଢେଙ୍କାନାଳ ସଦର ଥାନା ଖମାର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମରେ ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତଦେହ ଠାବ କରାଯାଇଛି…
ଏବେ ଆଉ ଟଙ୍କା ପାଇଁ କରିବାକୁ ହେବ ନାହିଁ ଚିନ୍ତାଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ଅନେକ ଯୋଜନା ରହିଛି । କିନ୍ତୁ ଅନେକ ଏହାକୁ…
ଏବେ ମଣିଷ ଚିହ୍ନିବା ହେବ ସହଜଆଖି ହେଉଛି ମନର ଦର୍ପଣ ଯାହାକି ଆପଣଙ୍କ ଚରିତ୍ର ଏବଂ ଆଚରଣ ବିଷୟରେ ସବୁକିଛି କହିଥାଏ। ଆପଣ ଆଖି ମାଧ୍ୟମରେ ଯେକୌଣସି…
ଏସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ପିଏମ କିସାନ ସମ୍ମାନ ନିଧି । ଆପଣ ବି ପିଏମ କିସାନରେ ଆବେଦନ କରିଛନ୍ତି, ଜାଣନ୍ତୁ ବଡ଼ ଅପଡେଟ । ଏସବୁ…
▪ଖରାଦିନରେ ଗରମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପଦକ୍ଷେପ, ପୌରାଞ୍ଚଳ ଗୁଡିକୁ ଏସଓପି ଜାରି। ▪ପଞ୍ଚମ ଥର ପାଇଁ ଇ କେଓ୍ବାଇସି ଅବଧି ବୃଦ୍ଧି। ମାର୍ଚ୍ଚ…