• Mon. Jun 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭୟରେ କାନ୍ଦିଲାଣି ପାକିସ୍ତାନ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ୧୫ଦିନ ପରେ ଭାରତ ମଧ୍ଯ ଗତକାଲି ବିଳମ୍ବିତ ରାତିରେ ବଦଲା ନେଇଛି। ମକ୍‌ଡ୍ରିଲ ପୂର୍ବରୁ ଭାରତ ଆତଙ୍କବାଦ ବିରୋଧରେ ‘ଅପରେସନ୍‌ ସିନ୍ଦୂର’…

ଅପରେସନ ସିନ୍ଦୁର ପରେ ପ୍ରତିକ୍ରିୟା ରଖିଲେ କ୍ରିକେଟର ସଚିନ ତେନ୍ଦୁଲକର

ଭାରତରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ: ସଚ୍ଚିନଅପରେସନ୍ ସିନ୍ଦୂର’ କୋଡ୍ ନାମିତ ଏହି ଅପରେସନ୍ ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ କରାଯାଇଥିଲା…

ଶ୍ରୀ ଶ୍ରୀ ବଟଗୋସ୍ୱାମୀଙ୍କ 127 ତମ ବିଶ୍ୱଶାନ୍ତି ମହାଯଜ୍ଞ

କଟକ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ମୌଜାର ଶ୍ରୀ ଶ୍ରୀ ବଟବିହାରୀ ଙ୍କ ନିକଟରେ ପାଞ୍ଚ ମହାପୁରୁଷଙ୍କ ଆବିଭାର୍ବ ହେବାରୁ ଏଠାରେ ବିଗତ 127 ବର୍ଷ ହେଲା…

ଘର ସଫା ବେଳେ ପାଣିରେ ମିଶାଇଦିଅନ୍ତୁ ଏହି ୨ଟି ଜିନିଷ

କେବେ ଆସିବେନି ପିମ୍ପୁଡି, ମଶା ଓ ମାଛିଘର ପୋଛିବା ସମୟରେ ପାଣିରେ ମିଶାଇଦିଅନ୍ତୁ ଏହି ୨ଟି ଶସ୍ତା ଜିନିଷ! ଅସରପାଠୁ ନେଇ ପିମ୍ପୁଡି ପର୍ଯ୍ୟନ୍ତ କେହି ଆସିବେନି….ଅତ୍ୟଧିକ…

ମାଗଣାରେ ମିଳିଲେ ବି ଆଦୌ ଖାଆନ୍ତୁନି ଏହି ୩ ପ୍ରକାର ମାଛ

ମାଛରେ ପ୍ରୋଟିନ୍, ଭିଟାମିନ୍ A, D, E, ଏବଂ K ପ୍ରଚୁର ପରିମାଣରେ ଥାଏ। ଏହା ବ୍ୟତୀତ, ଏଥିରେ ଅନେକ ଅନ୍ୟାନ୍ୟ ପୁଷ୍ଟିକର ତତ୍ତ୍ୱ ମଧ୍ୟ ରହିଛି।…

ରାଜ୍ୟ ରେ ଆଉ କିଛି ଦିନ ତାଣ୍ଡବ ରଚିବ କାଳବୈଶାଖୀ

ରାଜ୍ୟରେ ଲାଗି ରହିଛି କାଳବୈଶାଖିର ପ୍ରଭାବ। ଯାହା ଫଳରେ ରାଜ୍ୟରେ ଏବେ ତାତିରୁ ମୁକ୍ତି ମିଳିଛି। ଆଜି ମଧ୍ୟ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଳିବ। ପାଣିପାଗ ବିଭାଗ…

ରାତି ଅଧରେ କୁକୁର କାନ୍ଦିଲେ ମିଳେ କେଉଁ ସଙ୍କେତ

ଆପଣମାନେ ନିଶ୍ଚୟ ଜାଣିଥିବେ ଯେତେବେଳେ ରାତି ଅଧରେ ନୀରବତା ଥାଏ, ସେତେବେଳେ କୁକୁରର କାନ୍ଦିବା କିମ୍ବା ଉଚ୍ଚ ସ୍ୱରରେ ଚିତ୍କାର କରିବାର ଶବ୍ଦ ଆସିବାକୁ ଲାଗେ ।…

ବନ୍ଦ_ହୋଇଯିବ_Dream11_ଆଉ_ଲଗେଇ_ପାରିବେନି_ଟଙ୍କା

IPL ସିଜିନ୍ ଚାଲିଛି ଏବଂ ଲୋକମାନେ ଅନଲାଇନ୍ କ୍ରିକେଟ୍ ଗେମିଂରେ ବହୁତ ନିବେଶ କରୁଛନ୍ତି। ବୟସ୍କ ଏବଂ ଯୁବକମାନଙ୍କୁ ଭୁଲିଯାଆନ୍ତୁ, ଏପରିକି ପିଲାମାନେ ମଧ୍ୟ ଏହି ଗେମିଂରେ…

ସବୁଠୁ ଅଧିକ ଦିନ ମହାକାଶରେ ଫସିଥିଲେ ଏହି ମହାକାଶଚାରୀ

ସବୁଠୁ କମ ଦିନ ମହାକାଶରେ ଫସିଥିଲେ ସୁନୀତାଅଧିକ ଦିନ ଫସି ରହିଥିଲେ ଏହି ମହାକାଶଚାରୀକେମିତି କାଟୁଥିଲେ ଗୋଟେ ଗୋଟେ ଦିନଜାଣନ୍ତୁ କେଉଁ ମହାକାଶଚାରୀ କେତେ ଦିନ ଫସିଥିଲେanchor-…

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଲେ ମମତା

ଦୀଘା ଜଗନ୍ନାଥ ମନ୍ଦିର ବାବଦରେ ପଚାରିବାରୁ ରାଗି ଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏବେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ…