• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସରକାରୀ ଯୋଜନା ମାଳମାଳ ଏବେ ବି ସରିନି ଦୁଃଖ

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ୨୪ ବର୍ଷ ର ସ୍ଥାୟୀ ବିଜେଡି ସରକାରର ଆଉ କେ ନଗ୍ନ ନମୁନା ଦେଖିବାକୁ ମିଳିଛି…

ମାହାଙ୍ଗା ରେ କଟନୀ ଛଟନୀ ନେଇ ତେଜୁଛି ଅସନ୍ତୋଷ

ମାହାଙ୍ଗା ଅଞ୍ଚଳ ଧାନ ମଣ୍ଡି ଗୁଡିକରେ ବ୍ୟାପକ ଅନିୟମତା l ମିଲ୍ଲର ମାନଙ୍କର ମନମାନି ଯୋଗୁ ଚାଷୀ ହନ୍ତସନ୍ତ l ଓଡ଼ିଶା ସରକାରଙ୍କ ଦ୍ୱାରା ଧାନ ମଣ୍ଡି…

ବନ ବିଭାଗ ତରଫରୁ ଜଳପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର

ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା ପୂର୍ବରୁ କଲେଜ ଛାତ୍ର ଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧୂ ଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ଏହି ସ୍ଥାନରେ ତୁଳସୀ ସହ ଘୁଷୁରି ମାଂସ ଭୋଗ

ସଂସ୍କୃତି ଓ ଐତିହ୍ୟ ସମ୍ପୂର୍ଣ୍ଣ ରାଜ୍ୟ ହେଉଛି ଓଡ଼ିଶା। ଅନେକ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ରହିଛି ରାଜ୍ୟରେ। ସେହିଭଳି ଏକ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ…

ଜିଲ୍ଲାରେ ବର୍ଦ୍ଧିତ ପାଇଲେ ହିତାଧିକାରୀ

ଜିଲାରେ ବର୍ଦ୍ଧିତ ଭତା ପାଇଲେ ୨୬ ହଜାର ୧୩୪ ଜଣ ହିତାଧିକାରୀ, ଛତ୍ରପୁର ରେ ଭତ୍ତା ବାଣ୍ଟି ଶୁଭାରମ୍ଭ କଲେ ପରିବହନ ମନ୍ତ୍ରୀ ,ବିଭୂତି ଜେନାଛତ୍ରପୁର, ୧୫/୧:…

ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତ

ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ପ୍ରୟାସରତ -ମନ୍ତ୍ରୀ ସୂର୍ଯ୍ୟବଂଶୀଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତକଳାହାଣ୍ଡି ୧୭/୦୧/୨୫କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା…

ବିଦୁତ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରତିବାଦ

ଟାଟା କମ୍ପାନୀ ବିରୋଧରେ ବିଦ୍ୟୁତ୍ ଉପଭୋକ୍ତା ମାରଣ ନୀତି ଅଭିଯୋଗ ଆଣିଲା କଟକ-ଚୌଦ୍ଵାର ବିକାଶ ପରିଷଦ ସଂଗଠନ। ଦୈନନ୍ଦିନ ଜୀବନରେ ବିଦ୍ୟୁତ୍ ଏକ ଅପରିହାର୍ଯ୍ୟ ସାମଗ୍ରୀ ହୋଇଥିବା…